You are here

Back to top

Utkal Kahani (Paperback)

Utkal Kahani Cover Image
$12.00
Usually Ships in 1-5 Days
(This book cannot be returned.)

Description


'ଉତ୍କଳ କାହାଣୀ'ରେ ଓଡ଼ିଶାର ପ୍ରାଚୀନ ଇତିହାସ, କିମ୍ବଦନ୍ତୀ, ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକମୁଖରେ ପ୍ରଚଳିତ ଢଗ, ଢମାଳି, ପ୍ରବଚନ, ଆପ୍ତବଚନ, ପ୍ରବାଦ, ଉପଦେଶ, ଡାକବଚନ, ପହଳି ଆଦିର ସୁସମନ୍ୱୟ ହୋଇଛି । ଲୋକସାହିତ୍ୟର ସଂରକ୍ଷଣକୁ ଗୁରୁତ୍ୱ ଦେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସଂଗୃହୀତ ଲୋକକାହାଣୀ ପୁସ୍ତକ 'ଉତ୍କଳ କାହାଣୀ' (୧ମ /୨ୟ) ଓଡ଼ିଆ ଜାତି ପାଇଁ ମହାନ୍ ସାଧକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଏକ ଅନବଦ୍ୟ କୃତି ।


Product Details
ISBN: 9781645604068
ISBN-10: 1645604063
Publisher: Black Eagle Books
Publication Date: June 4th, 2023
Pages: 138
Language: Oriya