You are here

Back to top

Kichhi Katha Kichhi Bichara (Paperback)

Kichhi Katha Kichhi Bichara Cover Image
$18.00
Usually Ships in 1-5 Days
(This book cannot be returned.)

Description


ଡକ୍ଟର ସଂଘମିତ୍ରା ଭଞ୍ଜ (୧୯୭୫) ଏକାଧାରରେ ଜଣେ କବି, ଗାଳ୍ପିକା, ସମାଲୋଚିକା, ଅନୁବାଦିକା ତଥା ସଂପାଦିକା ମଧ୍ୟ । ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟର ସାଧକମାନଙ୍କୁ ନେଇ ତାଙ୍କର ତୁଳନାତ୍ମକ ଅଧ୍ୟୟନ ପ୍ରସୂତ ସମାଲୋଚନା ପୁସ୍ତକ 'ସ୍ରଷ୍ଟା-ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ' ତାଙ୍କ ସ୍ୱତନ୍ତ୍ର ଗବେଷଣା ଏବଂ ବୁଦ୍ଧିଦୀପ୍ତତାର ପରିଚୟ ବହନ କରେ । 'ବୋଧିଛାୟା' ତାଙ୍କର ତୃତୀୟତମ ବହୁଚର୍ଚ୍ଚିତ ମୌଳିକ କବିତା ପୁସ୍ତକ । ସଂଘମିତ୍ରାଙ୍କର ସମାଲୋଚନା ପୁସ୍ତକ ମଧ୍ୟରେ ରହିଛି 'ଗଳ୍ପଧୁରୀଣ ସ୍ରଷ୍ଟା ଫକୀରମୋହନଙ୍କ କ୍ଷୁଦ୍ର ଗଳ୍ପ', 'ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦ', 'ଓଡ଼ିଆ ସାହିତ୍ୟ ପୁରୁଣା ଓ ନୂଆ' ଏବଂ 'ସମାଜ ଦର୍ଶନ ଓ ସାହିତ୍ୟ' ଏବଂ 'ପ୍ରତିଭା ପରିଚର୍ଚ୍ଚା' ଇତ୍ୟାଦି ଉଲ୍ଲେଖନୀୟ । ବିଶିଷ୍ଟ ହିନ୍ଦୀ କବି ମାଧବ କୌଶିକଙ୍କ 'ଶୁନୋ ରାଧିକା' ଏବଂ ଏନ୍].ବି.ଟି. ଦ୍ୱାରା ନିର୍ଦ୍ଦେଶିତ ଚାରିଟି ଶିଶୁଗଳ୍ପ ପୁସ୍ତକର ସେ ଅନୁବାଦିକା । ସଂପାଦନା କ୍ଷେତ୍ରରେ 'ଗୌରହରି ଦାସଙ୍କ ସାରସ୍ୱତ ବଳୟ', 'ପ୍ରାଚୀନ କାବ୍ୟ-ବିତାନ' 'ମଧ୍ୟଯୁଗୀୟ କାବ୍ୟ-ବିତାନ' ଏବଂ 'କଳ୍ପଲୋକର ଛାୟା', 'ଏକବିଂଶ ଶତାବ୍ଦୀର ଆଲୋକବର୍ତ୍ତିକା ମା' ରମାଦେବୀ' ପରେ 'ପ୍ରବାସୀ ଓଡ଼ିଆ ସାହିତ୍ୟ ସୃଷ୍ଟି ଓ ସମୀକ୍ଷା' ତାଙ୍କର ଅନ୍ୟତମ ସଂପାଦନା ପୁସ୍ତକ । ସଂପ୍ରତି ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ ବିଭାଗମୁଖ୍ୟ ଭାବରେ କାର୍ଯ୍ୟରତ ।


Product Details
ISBN: 9781645604471
ISBN-10: 1645604470
Publisher: Black Eagle Books
Publication Date: September 3rd, 2023
Pages: 280
Language: Oriya